କଂମେଟ ମାରିବା ଏବଂ କଂମେଟ ଶୁଣିବା ଏବେ ଏକ ନିତିଦିନିଆର ସମସ୍ୟା ହୋଇଯାଇଛି । ଛାତ୍ରଛାତ୍ରୀ ମାନେ ସ୍କୁଲ, କଲେଜକୁ ଯିବାବେଳେ ଏବଂ ମହିଳାମାନେ ଅଫିସକୁ ଯିବା ସମୟରେ କଂମେଟ ମରାର ଶିକାର ହୋଇଥାନ୍ତି । କଂମେଟ ମରାକୁ ନେଇ ଏମିତି ଅନେକ ଘଟଣା ଘଟୁଛି ଏବଂ ବେଳେବେଳେ କଂମେଟ ମରାକୁ ନେଇ ଅନେକ ନାରକୀୟ କାଣ୍ଡ ମଧ୍ୟ ଘଟିଥାଏ । ପ୍ରକୃତରେ କଂମେଟ୍ କିଏ ମାରେ ଏବଂ କଂମେଟ୍ ମରା ପଛରେ ଉଦେଶ୍ୟ କଣ ରହିଥାଏ ଏହି ତମାମ ପ୍ରସଙ୍ଗ ଉପରେ ଦେଖନ୍ତୁ ମହାବିତର୍କର ଏହି ଏପିସୋଡରେ :
ମହାବିତର୍କରେ ଦେଖିବା “କଂମେଟ୍ ମାରିଲେ କଣ କରିବେ”
/kanak/media/post_attachments/wp-content/uploads/2016/08/Capture-16.png)