ମହାନଦୀକୁ ନେଇ ଅନେକ ରାଜନୀତି ବୟାନବାଜି ଚାଲିଛି । ବିଭିନ୍ନ ରାଜନୈତିକ ଦଳ ମହାନଦୀକୁ ନେଇ ନିଜ ନିଜର ରାଜନୀତି ଚଳାଇଛନ୍ତି । କିନ୍ତୁ ସାଧାରଣ ଲୋକଙ୍କ ମନରେ ଗୋଟିଏ ମାତ୍ର ପ୍ରଶ୍ନ ଉଠୁଛି ଯେ ମହାନଦୀର ପାଣି ପ୍ରକୃତରେ ଶୁଖିଯିବ କି? ନେତାମାନେ ଏବଂ ରାଜନୈତିକ ପାର୍ଟି ମାନେ ଯେଉଁଭଳି ଭାବରେ ଏହାକୁ ନେଇ ପ୍ରଚାର କରୁଛନ୍ତି ପ୍ରକୃତରେ ଏହାର ରାଜନୈତିକ ବାସ୍ତବତା କଣ ହୋଇପାରେ । ନେତା ମାନେ ପାର୍ଟି ପାଇଁ ରାଜନୀତି କରୁଛନ୍ତି, ନାଁ ମାଟି ପାଇଁ ରାଜନୀତି କରୁଛନ୍ତି ଦେଖନ୍ତୁ ମହା ବିତର୍କର ଏହି ଏପିସୋଡରେ :
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us