ଦାମ ଦେଖାଇଲେ ଦମ୍ । କନକ ନ୍ୟୁଜର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିବାଦୀୟ ପ୍ରଶ୍ନ ଉପରେ ବିଜେଡିର ବରିଷ୍ଠ ନେତା ରଖିଛନ୍ତି ବୟାନ୍ । ଜନତାର ପଶ୍ନ ଥିଲା ଶାସକ ଦଳରେ ରହି ଦାମ ନେଉଛନ୍ତି ବିରୋଧୀ ଭୂମିକା । ଯାହାର ଜବାବ ରଖିଛନ୍ତି ଦାମବାବୁ । ଦେଖନ୍ତୁ ଏହି ଦାମ ରାଉତଙ୍କ ସହ ମହାବିତର୍କ ।
ମହାବିତର୍କରେ ଦେଖନ୍ତୁ ‘ଦାମଙ୍କ ଦମ୍’
/kanak/media/post_attachments/wp-content/uploads/2016/11/Capture.jpg)
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)