କ୍ୟାମ୍ପସରେ ତିଆରି ହୁଅନ୍ତି ନେତା। ଆଜିର ଛାତ୍ର ନେତା ଆସନ୍ତାକାଲିର ରାଜନେତା। ସାଧାରଣ ନିର୍ବାଚନଠୁ କିଛି କମ୍ ନୁହେଁ ଛାତ୍ର ସଂସଦ ନିର୍ବାଚନ। ଏଠି ବି ଥାଏ ରାଜନୈତିକ ଦଳର ପ୍ରଭାବ । ତେବେ କ୍ୟାମ୍ପସରେ କିଏ ଲଗାଉଛି ଅଶାନ୍ତିର ନିଆଁ । କନକ ନ୍ୟୁଜ୍ ମହାବିତର୍କରେ ଜବାବ ରଖିଛନ୍ତି କିଛି ଛାତ୍ର ନେତା ।
ମହାବିତର୍କରେ ଦେଖନ୍ତୁ ‘କ୍ୟାମ୍ପସରେ କିଏ ଲଗାଉଛି ନିଆଁ’
/kanak/media/post_attachments/wp-content/uploads/2016/10/Capture1.jpg)