ମହାବିତର୍କରେ ଦେଖନ୍ତୁ ‘ବିଚରା ଓଡିଆ’

ମହାବିତର୍କରେ ଦେଖନ୍ତୁ ‘ବିଚରା ଓଡିଆ’

ଜଷ୍ଟିସ୍ କାଟଜୁଙ୍କ ମନ୍ତବ୍ୟକୁ ନେଇ ଓଡିଶାରେ ଝଡ ଉଠିଛି । କଣ କହିଥିଲେ କାଟଜୁ ଏକଥା ସମସ୍ତେ ଜାଣନ୍ତି । ଫେସବୁକରେ କାଟଜୁଙ୍କ ବିବାଦୀୟ ପୋଷ୍ଟକୁ ନେଇ ଓଡିଶାର ବିଭିନ୍ନ ସ୍ଥାନରେ ବିକ୍ଷୋଭ ମଧ୍ୟ ଦେଖିବାକୁ ମିଳିଥିଲା । ତେବେ ଏହି ସମୟରେ କାଟଜୁଙ୍କ ସମର୍ଥନ କରିଥିଲେ ଉତ୍କଳ ଭାରତର ପ୍ରତିଷ୍ଠାତା ଖାରବେଳ ସ୍ୱାଇଁ । ଓଡିଶାକୁ ଅପମାନ କରିଥିବା ଜଣେ ବ୍ୟକ୍ତିଙ୍କୁ କିପରି ଖାରବେଳ ସମର୍ଥନ କଲେ ତାଙ୍କୁ ନେଇ ଏବେ ସାଧାରଣରେ ପ୍ରଶ୍ନ । ତେବେ ଏନେଇ କଣ ରହିଛି ଖାରବେଳଙ୍କ ପ୍ରତିକ୍ରିୟା ଜାଣିବା ପାଇଁ ଦେଖନ୍ତୁ ମହାବିତର୍କର ଏହି ଏପିସୋଡ୍  ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe