କଳାରେ କଳଙ୍କ !

କଳାରେ କଳଙ୍କ !

ଓସ୍କାର-ଓଲିଉଡ୍ ଲିଙ୍କ୍ ଖୁଲାସା ପରେ କିଛି କଳାକାରଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନ ଚିହ୍ନ ଲାଗିଛି । ଚିଟଫଣ୍ଡ କାରବାରରେ କଳାକାରଙ୍କ ସିଧା ସଂପୃକ୍ତି ଥିବା ଅଭିଯୋଗ ଆଣିଛନ୍ତି ଠକାମୀରେ ପଡି ସର୍ବସାନ୍ତ ହୋଇଥିବା ଜମାକାରୀ । ତେବେ କନକ ନ୍ୟୁଜର ମହାବିତର୍କରେ ଭାଗ ନେଇ କଳାକାରଙ୍କ ସପକ୍ଷରେ ଯୁକ୍ତି ବାଢିଛନ୍ତି ସିନେ କଳାକାର ଆସୋସିଏସନର ସଭାପତି କୁନା ତ୍ରିପାଠୀ । ଅଧିକ ଜାଣିବା ପାଇଁ ଦେଖନ୍ତୁ ଏହି ଭିଡିଓ : -

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe