ଓସ୍କାର-ଓଲିଉଡ୍ ଲିଙ୍କ୍ ଖୁଲାସା ପରେ କିଛି କଳାକାରଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନ ଚିହ୍ନ ଲାଗିଛି । ଚିଟଫଣ୍ଡ କାରବାରରେ କଳାକାରଙ୍କ ସିଧା ସଂପୃକ୍ତି ଥିବା ଅଭିଯୋଗ ଆଣିଛନ୍ତି ଠକାମୀରେ ପଡି ସର୍ବସାନ୍ତ ହୋଇଥିବା ଜମାକାରୀ । ତେବେ କନକ ନ୍ୟୁଜର ମହାବିତର୍କରେ ଭାଗ ନେଇ କଳାକାରଙ୍କ ସପକ୍ଷରେ ଯୁକ୍ତି ବାଢିଛନ୍ତି ସିନେ କଳାକାର ଆସୋସିଏସନର ସଭାପତି କୁନା ତ୍ରିପାଠୀ । ଅଧିକ ଜାଣିବା ପାଇଁ ଦେଖନ୍ତୁ ଏହି ଭିଡିଓ : -
କଳାରେ କଳଙ୍କ !
/kanak/media/post_attachments/wp-content/uploads/2016/06/Capture-9.png)