୪ ଜଣ ବିଜେଡି ବିଧାୟକ ଶିଳ୍ପ ପ୍ରତିଷ୍ଠା ପାଇଁ ଲାଂଚ ମାଗିବା ଘଟଣା

୪ ଜଣ  ବିଜେଡି ବିଧାୟକ ଶିଳ୍ପ ପ୍ରତିଷ୍ଠା ପାଇଁ ଲାଂଚ ମାଗିବା ଘଟଣା

୪ ଜଣ  ବିଜେଡି ବିଧାୟକ ଶିଳ୍ପ ପ୍ରତିଷ୍ଠା ପାଇଁ ଲାଂଚ ମାଗିବା ଘଟଣାରେ କ୍ୟାମେରାରେ ଧରାପଡିଛନ୍ତି। ଗୋଟିଏ ସପ୍ତାହ ଧରି ଏ ବିଷୟ ଏକ ରୋଚକ ଚର୍ଚ୍ଚା ପାଲଟିଛି। ଏ ସଂପର୍କରେ ଅନେକ ମତାମତ ମଧ୍ୟ ସାମ୍ନାକୁ ଆସିଛି। ଏ ବିଷୟରେ ଏକ ସବିବେଶ ବିର୍ତକ ପାଇଁ କନକ ନ୍ୟୁଜ ଷ୍ଟୁଡିଓରେ ଏକାଠି ହୋଇଛନ୍ତି ରାଜ୍ୟର ପ୍ରମୂଖ ବିରୋଧି ଦଳର ନେତାମାନେ । ଏ ପ୍ରସଙ୍ଗ ଉପରେ ଜାଣିବା ପାଇଁ ଆସନ୍ତୁ ଦେଖିବା କନକ ନ୍ୟୁଜର ମହାବିତର୍କ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe