କନକବ୍ୟୁରୋ: କିଏ ନେଇଗଲା ଗାଁର ଜମି। ଜମିକୁ ନେଇ ଗଣ୍ଡଗୋଳ ପରେ ପୁରୁଷଶୂନ୍ୟ ହୋଇଛି ମଧୁପୁର ଗାଁ । ଖାଁ ଖାଁ ପୁରା ଗାଁ। ଜମି ପାଇଁ ଗଣ୍ଡଗୋଳ ଓ ରାସ୍ତାରୋକ କରିଥିନା ଘଟଣାରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇ ୩୩ଜଣଙ୍କୁ ଗିରଫ କରିଛି। ଗତକାଲି ବିଳମ୍ୱିତ ରାତିରେ ଗାଁରେ ପହଁଚି ୨୭ ଜଣ ପୁରୁଷ ୬ ମହିଳାଙ୍କୁ ଗିରଫ କରିଛି । ପୂର୍ବତନ ବିଧାୟକ  ଅରବିନ୍ଦ ଢାଲିଙ୍କ ରାସ୍ତା କବଜାକୁ ନେଇ ଗ୍ରାମବାସୀ ଧାରଣା ଦେଇଥିଲେ । ସେପଟେ ଢାଲି କହିଛନ୍ତି ଗାଁ ହୋକେ ବ୍ଲାକମେଲିଂ କରୁଛନ୍ତି ।