କନକ ବ୍ୟୁରୋ :ପ୍ରଥମଥର ହାଇଦ୍ରାବାଦରେ ବିଜେପିର ପ୍ରାର୍ଥୀ ହୋଇଥିଲେ ମାଧବୀଲତା । ଏଆଇଏମଆଇ ମୁଖ୍ୟ ଅସୁଉ୍ଦିନ ଓବାସୀଙ୍କ ସହ ଟକ୍କର ଦେଖିବାକୁ ମିଳିଥିଲା । ଏହାପରେ ଅପରାହ୍ନ ୪ଟା ସୁଦ୍ଧା ଫଳାଫଳ ଆସିବା ପରେ ମାଧବୀଲତା ୩ଲକ୍ଷ ୩୮ ହଜାର ୭ଶହ ୯୭ ଭୋଟ ରେ ହାରିଛନ୍ତି । ମସଜିଦ ଉପରେ ତୀର ଚଲାଇବା ଭିଡିଓ ତାଙ୍କୁ ଭାରି ପଡିଛି । ଆଜି ଗଣତି ପରେ ସେ ପରାଜୟ ହୋଇଛନ୍ତି ।
ହାଇଦ୍ରାବାଦରୁ ହାରିଲେ ମାଧବୀଲତା, ଓୱେସି କରିଲେ ପରାଜିତ ।
/kanak/media/post_attachments/wp-content/uploads/2024/06/12-5.jpg)