କନକ ବ୍ୟୁରୋ: ପ୍ରଭୁ ବଳଭଦ୍ରଙ୍କ ପରେ ଗଡିଲା ଦେବୀ ସୁଭଦ୍ରାଙ୍କ ରଥ । ଘଣ୍ଟଘଣ୍ଟା, ମୃଦଙ୍ଗ, ହୁଳହୁଳି ଓ ହରିବୋଲରେ କମ୍ପିଲା ଶ୍ରୀକ୍ଷେତ୍ର । ବଡ ଭାଇ ବଳଭଦ୍ରଙ୍କ ପଛେ ପଛେ ମାଡି ଚାଲୁଛନ୍ତି ହଳଦୀମୁହିଁ ମା ସୁଭଦ୍ରା । ଦର୍ପଦଳନ ରଥ ପରେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ଗଡିବ । ୩ ଠାକୁରଙ୍କୁ ଦେଖିବାକୁ ବଡଦାଣ୍ଡରେ ଭକ୍ତଙ୍କ ପ୍ରବଳ ଗହଳି । ଭକ୍ତ ଗହଳିକୁ ଆଡେଇ ଆଡେଇ ଆଗେଇ ଚାଲିଛନ୍ତି ୩ ଭାଇ ଭଉଣୀ ।
ଗଡିଲା ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ: ବଡ ଭାଇଙ୍କ ପଛେ ପଛେ ଯାଉଛନ୍ତି ଦେବୀ ସୁଭଦ୍ରା
/kanak/media/post_attachments/wp-content/uploads/2024/07/9-8.jpg)