କନକ ବ୍ୟୁରୋ : ଆସନ୍ତାକାଲିଠାରୁ ୧୯ ତାରିଖ ଯାଏଁ ଭକ୍ତଙ୍କ ପାଇଁ ବନ୍ଦ ହେଲା ମା’ ସମଲେଶ୍ୱରୀଙ୍କ ପୀଠ । କୋଭିଡ ସଂକ୍ରମଣ ଓ ଲକଡାଉନକୁ ଦୃଷ୍ଟିରେ ରଖି ମନ୍ଦିର ଟ୍ରଷ୍ଟ ଏହି ନିଷ୍ପତ୍ତି ନେଇଛି । ଏହି ସମୟରେ କେବଳ ପୂଜକଙ୍କୁ ରୀତିନୀତି ପାଇଁ ଅନୁମତି ଦିଆଯିବ । କିନ୍ତୁ ଭକ୍ତଙ୍କ ପାଇଁ ସମଲେଶ୍ୱରୀ ମନ୍ଦିର ବନ୍ଦ ରହିବ । ବର୍ତମାନ କୋଭିଡ କଟକଣା ଭିତରେ ମନ୍ଦିର ଭିତରକୁ ୫ ଜଣ ଭକ୍ତଙ୍କୁ ଛଡାଯାଉଥିଲା ଓ ୬ ଥର ବିଶୋଧନ କରାଯାଉଥିଲା ।
ଆସନ୍ତାକାଲିଠାରୁ ବନ୍ଦ ରହିବ ମା’ ସମଲେଶ୍ୱରୀଙ୍କ ପୀଠ : କୋଭିଡ ସଂକ୍ରମଣ ଓ ଲକଡାଉନକୁ ଦୃଷ୍ଟିରେ ରଖି ନିଆଗଲା ନିଷ୍ପତ୍ତି
/kanak/media/post_attachments/wp-content/uploads/2021/05/samaleswari-temple1-1.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)