କନକ ବ୍ୟୁରୋ: କଟକ ସ୍ୱତନ୍ତ୍ର ଚିଟଫଣ୍ଡ କୋର୍ଟରେ ଏମ.ଭି. ପ୍ରସାଦ ହାଜର । ପୂର୍ବତନ ବିଧାୟକ ଏମ.ଭି. ପ୍ରସାଦଙ୍କୁ ହାଜର କଲା ଇଓଡବ୍ଲୁ । ଆନ୍ଧ୍ରପ୍ରଦେଶର ପୂର୍ବତନ ବିଧାୟକ ଏମ.ଭି. ପ୍ରସାଦ । ୨୦୧୧ରେ ତାଙ୍କ କମ୍ପାନୀ ନାଁରେ ଠକେଇ ଅଭିଯୋଗ ହୋଇଥିଲା । ଓଡିଶାର ବିଭିନ୍ନ ଜିଲ୍ଲାରୁ ତାଙ୍କ କମ୍ପାନୀ ଠକିଥିଲା କୋଟି କୋଟି ଟଙ୍କା । ଏହି ଚିଟଫଣ୍ଡ ଠକେଇ କେସ ଉପରେ ତଦନ୍ତ କରୁଛି ଇଓଡବ୍ଲୁ । ପ୍ରାୟ ୧୨୫୦ କୋଟି ଟଙ୍କା ଠକେଇ ଅଭିଯୋଗ ରହିଛି ।
କୋର୍ଟରେ ହାଜର ହେଲେ ଏମ.ଭି. ପ୍ରସାଦ । ଓଡିଶାର ବିଭିନ୍ନ ଜିଲ୍ଲାରୁ ଠକିଥିଲେ କୋଟି କୋଟି ଟଙ୍କା
/kanak/media/post_attachments/wp-content/uploads/2021/09/18-7.jpg)
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)