ବରିଷ୍ଠ କଂଗ୍ରେସ ନେତା ଲୁଲୁ ମହାପାତ୍ର

59

ଅନେକ ବାଦ ବିବାଦ ସହ ଜଡିତ ବରିଷ୍ଠ କଂଗ୍ରେସ ନେତା ଲୁଲୁ ମହାପାତ୍ର  । ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବରେ ଅନକେ ବିବାଦକୁ ପ୍ରଭାବିତ କରିବା ଭଳି କାର୍ଯ୍ୟ ମଧ୍ୟ ସେ କରିଥାନ୍ତି  । ତେବେ ଲୁଲୁଙ୍କୁ ନେଇ ଆଉ ଏକ ବିବାଦ ମୁଣ୍ଡ ଟେକିଛି  । ଯାହା ହେଉଛି ପ୍ରଥମେ ଲୁଲୁଙ୍କ ପ୍ରେସ୍ ମିଟ ଓ ତା ପରେ ସିବିଆଇ ର କାର୍ଯ୍ୟ  । ତେବେ ଏ ସଂପର୍କରେ ଅଧିକ ଆଲୋଚନା କରିବା ପାଇଁ ଆଜିର ୱାନ୍ ଟୁ ୱାନରେ ଆମ ସହ ଅଛନ୍ତି ନିଜେ କଂଗ୍ରେସ ନେତା ଲୁଲୁ ମହାପାତ୍ର  ।