ଅକ୍ଟୋବର ୪ ତାରିଖରୁ ଦିଲ୍ଲୀରୁ ଲକ୍ଷ୍ନୌ ମଧ୍ୟରେ ଦୌଡିବ ଦେଶର ପ୍ରଥମ ବେସରକାରୀ ଟ୍ରେନ୍ ତେଜସ୍ ଏକ୍ସପ୍ରେସ୍ ! ଜାଣନ୍ତୁ କେତେ ରହିଛି ଯାତ୍ରା ଭଡ଼ା ।

2,455

ଅକ୍ଟୋବର ୪ ତାରିଖରେ ଦିଲ୍ଲୀରୁ ଲକ୍ଷ୍ନୌ ମଧ୍ୟରେ ଚାଲିବାକୁ ଥିବା ଦେଶର ପ୍ରଥମ ବେସରକାରୀ ଟ୍ରେନ୍ ତେଜସ୍ ଏକ୍ସପ୍ରେସ୍ ର ଭଡ଼ା କେତେ ଏହାକୁ ନେଇ ଲୋକଙ୍କ ମନରେ ଉତ୍ସାହ ବଢୁଥିଲା । ତେବେ ବର୍ତ୍ତମାନ ଲୋକଙ୍କ ଏହି ଅପେକ୍ଷାର ଅନ୍ତ ଘଟିଛି । ଗାଜିଆବାଦ ଏବଂ କାନପୁର ଏହି ଦୁଇଟି ଷ୍ଟେସନରେ ରହିବାକୁ ଥିବା ତେଜସ୍ ଏକ୍ସପ୍ରେସ୍ ର ସମ୍ପୁର୍ଣ୍ଣ ସଂଚାଳନ ବେସରକାରୀ କମ୍ପାନୀ ଆଇଆରସିଟିସି ହାତରେ ରହିବ । କେବଳ ମଙ୍ଗଳବାରକୁ ଛାଡିଦେଲେ ବାକି ଅନ୍ୟ ଦିନରେ ତେଜସ୍ ଲୋକଙ୍କୁ ଯାତ୍ରା ସୁବିଧା ଯୋଗାଇ ଦେବ । ଏହି ଟ୍ରେନରେ ୨ ଠି ଏସି ଚେୟାର୍ କାର୍ ଏବଂ ଏକ୍ସେକ୍ୟୁଟିଭ୍ ଚେୟାର୍ କାର୍ , ୨ ପ୍ରକାରର ବଗି ରହିଛି ।

ତେବେ ଆସନ୍ତୁ ଯାତ୍ରା ପାଇଁ ଭଡା କେତେ ଟଙ୍କା ଲାଗିବ ଜାଣିବା ।

ଲକ୍ଷ୍ନୌ ରୁ ଦିଲ୍ଲୀ :

ଏସି ଚେୟାର୍ କାର୍ : ₹ ୧,୧୨୫ (ବେସ୍ ଫେୟର୍ ₹ ୮୯୫ + ₹ ୪୫ ଜିଏସଟି + ₹ ୧୮୫ କ୍ୟାଟରିଙ୍ଗ୍ ଚାର୍ଜ )
ଏକ୍ସେକ୍ୟୁଟିଭ୍ ଚେୟାର୍ କାର୍ : ₹ ୨, ୩୧୦ (ବେସ୍ ଫେୟର୍ ₹ ୧,୯୬୬ + ₹ ୯୯ ଜିଏସଟି + ₹ ୨୪୫ କ୍ୟାଟରିଙ୍ଗ୍ ଚାର୍ଜ )

ଦିଲ୍ଲୀ ରୁ ଲକ୍ଷ୍ନୌ :

ଏସି ଚେୟାର୍ କାର୍ : ₹ ୧,୨୮୦ (ବେସ୍ ଫେୟର୍ ₹ ୮୯୫ + ₹ ୪୫ ଜିଏସଟି + ₹ ୩୪୦ କ୍ୟାଟରିଙ୍ଗ୍ ଚାର୍ଜ )
ଏକ୍ସେକ୍ୟୁଟିଭ୍ ଚେୟାର୍ କାର୍ : ₹ ୨, ୪୫୦ (ବେସ୍ ଫେୟର୍ ₹ ୧,୯୬୬ + ₹ ୯୯ ଜିଏସଟି + ₹ ୩୮୫ କ୍ୟାଟରିଙ୍ଗ୍ ଚାର୍ଜ )

ଲକ୍ଷ୍ନୌ ରୁ କାନପୁର :

ଏସି ଚେୟାର୍ କାର୍ : ₹ ୩୨୦ (ବେସ୍ ଫେୟର୍ ₹ ୨୮୫ + ₹ ୧୫ ଜିଏସଟି + ₹ ୨୦ କ୍ୟାଟରିଙ୍ଗ୍ ଚାର୍ଜ )
ଏକ୍ସେକ୍ୟୁଟିଭ୍ ଚେୟାର୍ କାର୍ : ₹ ୬୩୦ (ବେସ୍ ଫେୟର୍ ₹ ୫୭୧ + ₹ ୨୯ ଜିଏସଟି + ₹ ୩୦ କ୍ୟାଟରିଙ୍ଗ୍ ଚାର୍ଜ )

ଲକ୍ଷ୍ନୌ ରୁ ଗାଜିଆବାଦ :

ଏସି ଚେୟାର୍ କାର୍ : ₹ ୧,୧୨୫ (ବେସ୍ ଫେୟର୍ ₹ ୮୯୫ + ₹ ୪୫ ଜିଏସଟି + ₹ ୧୮୫ କ୍ୟାଟରିଙ୍ଗ୍ ଚାର୍ଜ )
ଏକ୍ସେକ୍ୟୁଟିଭ୍ ଚେୟାର୍ କାର୍ : ₹ ୨,୩୧୦ (ବେସ୍ ଫେୟର୍ ₹ ୮୯୫ + ₹ ୯୯ ଜିଏସଟି + ₹ ୨୪୫ କ୍ୟାଟରିଙ୍ଗ୍ ଚାର୍ଜ )

ଦିଲ୍ଲୀ ରୁ କାନପୁର :

ଏସି ଚେୟାର୍ କାର୍ : ₹ ୧,୧୫୫ (ବେସ୍ ଫେୟର୍ ₹ ୭୭୬ + ₹ ୩୯ ଜିଏସଟି + ₹ ୩୪ କ୍ୟାଟରିଙ୍ଗ୍ ଚାର୍ଜ )
ଏକ୍ସେକ୍ୟୁଟିଭ୍ ଚେୟାର୍ କାର୍ : ₹ ୨,୧୫୫ (ବେସ୍ ଫେୟର୍ ₹ ୧,୬୮୫ + ₹ ୮୫ ଜିଏସଟି + ₹ ୩୮୫ କ୍ୟାଟରିଙ୍ଗ୍ ଚାର୍ଜ ) ସୂଚନା ଅନୁସାରେ ଦିଲ୍ଲୀ – ଲକ୍ଷ୍ନୌ ପରେ ନଭେମ୍ବରରେ ଅହମ୍ମଦାବାଦ -ମୁମ୍ବାଇରେ ମଧ୍ୟ ଦୌଡିବ ତେଜସ୍ ।