କନକ ବ୍ୟୁରୋ : ସିବିଏସଇ ପରୀକ୍ଷା ଫଳରେ LR DAV Cuttackର ଅପୂର୍ବ ସଫଳତା । ସଦ୍ୟ ପ୍ରକାଶିତ ସିବିଏସଇ ପରୀକ୍ଷା ଫଳରେ ୯୯ ପ୍ରତିଶତ ମାର୍କ ରଖି ଆୟୁଷ ଅଂଶୁମାନ ଦାସ ବିଦ୍ୟାଳୟର ଟପ୍ପର ହୋଇଛନ୍ତି। ସେହିପରି ସିବିଏସଇ ଦ୍ଵାଦଶ ପରୀକ୍ଷାରେ ବିଜ୍ଞାନରେ ସନତ କୁମାର ମିଶ୍ର ୯୯.୨ ପ୍ରତିଶତ ମାର୍କ ରଖି ବାଣିଜ୍ୟରେ ଟପ୍ପର ହୋଇଛନ୍ତି। ବିଦ୍ୟାଳୟର ଛାତ୍ରଛାତ୍ରୀ ଏହି ସଫଳତା ହାସଲ କରି ସ୍କୁଲରେ ନାମ କରିଛନ୍ତି । ଏହି ସଫଳତା ହାସିଲ କରିଥିବାରୁ ସ୍କୁଲର ପ୍ରଧାନ ଶିକ୍ଷକ ସମସ୍ତ ଛାତ୍ର ଛାତ୍ରୀ ତଥା ସ୍କୁଲରେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us