କନକ ବ୍ୟୁରୋ: ଆଜିଠୁ ଦେଶରେ ମହଙ୍ଗା ହେଲା ଏଲପିଜି କମର୍ସିଆଲ ସିଲିଣ୍ଡର ଦର । ଦିଲ୍ଲୀରେ ୨୫ ଟଙ୍କା ଏବଂ ମୁମ୍ବାଇରେ ୨୬ ଟଙ୍କା ବଢ଼ିଛି ସିଲିଣ୍ଡର ଦର । ଅଏଲ ମାର୍କେଟିଂ କମ୍ପାନି ଗୁଡ଼ିକ ପକ୍ଷରୁ ଏହି ମୂଲ୍ୟ ବୃଦ୍ଧି କରାଯାଇଛି । ତେବେ ଘରୋଇ ଏଲପିଜି ସିଲିଣ୍ଡର ଦର ଅପରିବର୍ତିତ ରହିଛି । ସେପଟେ ଜେଟ୍ ତୈଳ ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି । ପୂର୍ବରୁ ଲଗାତାର ୪ ଥର ଦର ହ୍ରାସ ପାଇଥିବା ବେଳେ ଆଜିଠୁ ଦର ବଢ଼ିଛି । ବିମାନ ଇନ୍ଧନର ବର୍ଦ୍ଧିତ ଦର ଆଜିଠାରୁ ଲାଗୁ କରାଯିବ ।
ମହଙ୍ଗା ହେଲା ଏଲପିଜି ଗ୍ୟାସ ଦର । ଦିଲ୍ଲୀରେ କମର୍ସିଆଲ ଗ୍ୟାସ୍ ୨୫ ଟଙ୍କା ଓ ମୁମ୍ବାଇରେ ୨୬ ଟଙ୍କା ମହଙ୍ଗା ହେଲା ।
/kanak/media/post_attachments/wp-content/uploads/2024/03/9.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)