ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡି । ଚାରିଆଡ଼େ ଧୂଆଁ ଧୂଆଁ ପରିବେଶ, ଯାତାୟତ ବାଧାପ୍ରାପ୍ତ । ପନିପରିବା ଫସଲ ନଷ୍ଟ ଚିନ୍ତାରେ ଚାଷୀ ।

Advertisment
ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡି । ଚାରିଆଡ଼େ ଧୂଆଁ  ଧୂଆଁ  ପରିବେଶ, ଯାତାୟତ ବାଧାପ୍ରାପ୍ତ । ପନିପରିବା ଫସଲ ନଷ୍ଟ ଚିନ୍ତାରେ ଚାଷୀ ।

କନକ ବ୍ୟୁରୋ: ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି । ଚାରିଆଡ଼େ ଧୂଆଁ ଧୂଆଁ  ପରିବେଶ । ଘନ କୁହୁଡ଼ି ଯୋଗୁଁ ଯାନବାହାନ ଚଳାଚଳ ପ୍ରଭାବିତ ହୋଇଛି । ସାଧାରଣ ଜୀବନ ଯାତ୍ରା ମଧ୍ୟ ବାଧାପ୍ରାପ୍ତ ହୋଇଛି । ସେପଟେ କୁହୁଡ଼ି ଯୋଗୁଁ ଡେଲାଙ୍ଗ-କଣାସ ଅଂଚଳରେ ପନିପରିବା ଫସଲ ନଷ୍ଟ ହୋଇଛି । ଯାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଚାଷୀ । କୁହୁଡ଼ି ଯୋଗୁଁ କୋବି, ଜୁଡ଼ଙ୍ଗ, ବାଇଗଣ ଫସଲ ନଷ୍ଟ ହୋଇଛି । ସେହିପରି ମତ୍ସ୍ୟଜୀବୀ ମାନେ ମଧ୍ୟ କୁହୁଡ଼ି ଯୋଗୁଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe