କନକ ବ୍ୟୁରୋ : ମାଲାକନଗିରି ପେଡାକୋଣ୍ଡା ଗ୍ରାମ ପଂଚାୟତ ରେ ହିତାଧିକାରୀଙ୍କୁ ଦିଆଯାଉଛି ପୋକରା ଚାଉଳ । ପେଡାକୋଣ୍ଡା ପଂଚାୟତ ରେ ପିଡିଏସ ଚାଉଳ ବଂଟନ କରାଯାଉଥିବା ବେଳେ ଚାଉଳର ମାନ ଅତି ନିମ୍ନମାନର ହବା ସହ ଚାଉଳ ରେ ପୋକ ସାଲୁବାଲୁ ଥିବା ଦେଖିବାକୁ ମିଳି ଥିଲା ।
ପ୍ରତିବାଦରେ ଗ୍ରାମବାସୀମାନେ ପଂଚାୟତ କାର୍ଯ୍ୟାଳୟରେ ତାଲା ପକାଇବା ସହ ଦୀର୍ଘ ସମୟ ଧରି ପଂଚାୟତ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପୋକରା ଚାଉଳ ବଦଳାଇ ଭଲ ଚାଉଳ ଦିଆ ନ ଯିବା ଯାଏଁ ପଂଚାୟତ କାର୍ଯ୍ୟାଳୟରୁ ତାଲା ହଟିବ ନାହିଁ ବୋଲି କହିଛନ୍ତି ପଂଚାୟତ ବାସିନ୍ଦା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/01/Rice-l-Reuters.jpg)