କନକ ବ୍ୟୁରୋ : ଉତ୍ତର-ପୂର୍ବ ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ । ପ୍ରଭାବରେ ୩ଦିନ ରାଜ୍ୟରେ ବର୍ଷା ଆକଳନ କରାଯାଇଛି । ୧୮ରୁ ୨୦ ତାରିଖ ଯାଏଁ ବର୍ଷା ପୂର୍ବାନୁମାନ କରାଯାଇଛି । ଘୂର୍ଣ୍ଣଝଡ ସହ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ଆଶଙ୍କା । ୧୮ ତାରିଖରେ ୧୧ଜିଲ୍ଲାରେ ବର୍ଷା ଆକଳନ କରାଯାଇଛି । ୧୯ ତାରିଖରେ ୮ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଥିବା ବେଳେ ୨୦ ତାରିଖରେ ୭ଜିଲ୍ଲାରେ ବର୍ଷା ନେଇ ଆକଳନ କରାଯାଇଛି ।
ଉତ୍ତର-ପୂର୍ବ ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ : ପ୍ରଭାବରେ ୩ଦିନ ରାଜ୍ୟରେ ବର୍ଷା ଆକଳନ
/kanak/media/post_attachments/wp-content/uploads/2021/10/rain-3g.jpg)