୧୪ ରେ ଲଘୁଚାପ । ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ଆଶଙ୍କା

Advertisment
୧୪ ରେ ଲଘୁଚାପ । ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ଆଶଙ୍କା

କନକ ବ୍ୟୁରୋ: ୧୪ ନଭେମ୍ବରରେ ଲଘୁଚାପ ସମ୍ଭାବନା । ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ଆଶଙ୍କା ସୃଷ୍ଟି ହୋଇଛି ।ଏହା ଘନୀଭୂତ ହୋଇ ଧୀରେ ଧୀରେ ପଶ୍ଚିମ- ଉତ୍ତର - ପଶ୍ଚିମକୁ ଗତି କରିବ, ଯାହା ୧୬ ତାରିଖ ଆଡକୁ ଆହୁରୀ ଘନୀଭୂତ ହେବାର ଆଶଙ୍କା ରହିଛି । କ୍ରମେ ଲଘୁଚାପ ଅବପାତରେ ପରିଣତ ହେବାକୁ ଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe