ବଲିଉଡ ଅଭିନେତ୍ରୀ କଙ୍ଗନା ରନାୱାତ "ଲଭ ୟୋର କଂଟ୍ରି'ସଙ୍ଗୀତ ମାଧ୍ୟମରେ ଭାରତୀୟ ଯବାନଙ୍କୁ ଜଣାାଇଛନ୍ତି ସଲାମ୍ । ଏହି ଭିଡିଓକୁ ସୋସିଆଲ ମିଡିଆରେ ଛଡାଯାଇଛି । ଏହି ଭିଡିଓ କନ୍ୟାଭୃଣ ହତ୍ୟା, ବାଲ୍ୟ ବିବାହ, ଓ ଉଦାସୀନତା ଆଦି ସାମାଜିକ ସମସ୍ୟାକୁ ନେଇ ପର୍ଯ୍ୟବେସିତ ହୋଇଛି। ଏହି ତିନି ମିନିଟର ଭିଡିଓରେ କଙ୍ଗନା ଦେଶର ବୀର ଯବାନ ମାନଙ୍କୁ ସଲାମ ଦେଉଥିବା ଦେଖିବାକୁ ମିଳିଛି । ଏହି ଗୀତକୁ ସିଦ୍ଧାର୍ଥ ଶର୍ମା, ପିୟୁଷ ୱାସନିକ, ଏବଂ ୟଶ ଚୈାହାନ ଗାଇଛନ୍ତି।
ଦେଶଭକ୍ତି ରଙ୍ଗରେ ବଲିଉଡ କୁଇନ୍ କଙ୍ଗନା ରନାୱାତ
/kanak/media/post_attachments/wp-content/uploads/2016/08/kangana-ranaut_640x480_51471095607.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)