ଲଣ୍ଡନ ଦେଖିଲା ମହାପ୍ରଭୁଙ୍କ ବାହୁଡ଼ାଯାତ୍ରା । ଘଣ୍ଟ, ମୃୃଦଙ୍ଗ ବଜାଇ ରଥ ଦଉଡ଼ି ଭିଡ଼ିଲେ ଭକ୍ତ

ଲଣ୍ଡନ ଦେଖିଲା ମହାପ୍ରଭୁଙ୍କ ବାହୁଡ଼ାଯାତ୍ରା । ଘଣ୍ଟ, ମୃୃଦଙ୍ଗ ବଜାଇ ରଥ ଦଉଡ଼ି ଭିଡ଼ିଲେ ଭକ୍ତ

କନକ ବ୍ୟୁରୋ : ସମସ୍ତ ରୀତିିନୀତି ଅନୁସାରେ ଲଣ୍ଡନରେ ବହୁ ଆଡ଼ମ୍ବରରେ ପାଳିତ ହୋଇଛି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା । କେବଳ ଓଡ଼ିଶାରେ ନୁହେଁ ଓଡ଼ିଶା ବାହାରେ ମଧ୍ୟ ଖୁବ ବାହୁଡ଼ା ଯାତ୍ରାକୁ ଧୁମଧାମରେ ପାଳନ କରାଯାଉଛି । ଲଣ୍ଡନର ବିଭିନ୍ନ ସ୍ଥାନରେ ଭକ୍ତମୟ ପରିବେଶ ଦେଖାଦେଇଛି । ଭଜନ ,ଜଣାଣ ନାଚଗୀତ ସହ ମହାପ୍ରଭୁ ବାହୁଡ଼ିଛନ୍ତି । ଭଗବାନଙ୍କ ରୂପ ଦେଖି ଭାବବିହ୍ୱଳ ହୋଇ ପଡିଛନ୍ତି ଭକ୍ତଗଣ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe