କନକ ବ୍ୟୁରୋ: ଅଣସର ଘରେ ଚାଲିଛି ଅସୁସ୍ଥ ଶ୍ରୀଜିଉଙ୍କ ଉପଚାର । ରାଜବୈଦ୍ୟଙ୍କ ପରାମର୍ଶରେ ଚାଲିଛି ଉପଚାର । ଫୁଲୁରୀ ତେଲ ଲାଗି ପରେ ଓସୁଅ ଲାଗି ହୋଇଥିଲ।। ଏହା ପରେ ବି ମହାପ୍ରଭୁଙ୍କ ଠାରୁ ଜ୍ୱର ଛାଡୁନି । ଏହାପରେ ରାଜବୈଦ୍ୟଙ୍କ ପରାମର୍ଶ ଅନୁସାରେ ଆଜି ମହାପ୍ରଭୁଙ୍କ ଠାରେ ଲାଗି ହେବ ଦଶମୂଳ ।
ପରମ୍ପରା ଅନୁସାରେ ଏହି ଦଶମୂଳ ରାଜବୈଦ୍ୟଙ୍କ ଘରୁ ଆସିଥାଏ । ମହାପ୍ରଭୁଙ୍କ ଜ୍ୱର ଭଲ କରିବାକୁ ଆଜି ମଧ୍ୟରାତ୍ରିରେ ଦିଆଯିବ ଦଶମୂଳ । ଦଶମୀ ଅବସରରେ ଆଜି ଶ୍ରୀମନ୍ଦିରରେ ହେଉଛି ଚକାବିଜେ ନୀତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/06/9-9.jpg)