କନକ ବ୍ୟୁରୋ: ଆଜି ଅଣସରର ତୃତୀୟ ଦିନ । ଦଇତାପତି ସେବାୟତଙ୍କ ଦ୍ୱାରା ଅଣସର ଘରେ ମହାପ୍ରଭୁଙ୍କ ଓଦା ଲୁଗା ଲାଗି ନୀତି କରାଯାଉଛି । ଅଣସର ଘରେ ଅସୁସ୍ଥ ମହାପ୍ରଭୁଙ୍କ ସେବାରେ ଲାଗିଛନ୍ତି ଦଇତାପତି । ବୈଦରାଜଙ୍କ ପରାମର୍ଶ ଅନୁସାରେ ଅସୁସ୍ଥ ମହାପ୍ରଭୁଙ୍କୁ କ୍ଷୀର, ସର, ଛେନାରୁ ନେଇ ବିଭିନ୍ନ ଫଳମୂଳ ଆଦି ଭୋଗ କରାଯାଉଛି । ଏହି ସମୟରେ ଜଗମୋହନରୁ ଅଣସର ଘର ପର୍ଯ୍ୟନ୍ତନିଷିଦ୍ଧାଞ୍ଚଳ ଘୋଷଣା କରାଯିବା ସହିତ ଭଜନ କୀର୍ତ୍ତନକୁ ବାରଣ କରାଯାଇଛି ।
ଜ୍ୱରରେ କମ୍ପୁଛନ୍ତି କଳା ସାଆନ୍ତେ, ବୈଦ୍ୟରାଜଙ୍କ ପରାମର୍ଶ ଅନୁସାରେ ସେବାରେ ଲାଗିଛନ୍ତି ଦଇତାପତି
/kanak/media/post_attachments/wp-content/uploads/2023/06/medicine.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)