ଜମି ଦେବା ନାଁରେ ଲୁଟ: ଖୋର୍ଦ୍ଧା, ବାଙ୍କୁଆଳ ମୌଜାରେ ୫୦ କୋଟି ଟଙ୍କା ଠକେଇ

Advertisment
ଜମି ଦେବା ନାଁରେ ଲୁଟ: ଖୋର୍ଦ୍ଧା, ବାଙ୍କୁଆଳ ମୌଜାରେ ୫୦ କୋଟି ଟଙ୍କା ଠକେଇ

କନକ ବ୍ୟୁରୋ: ଜମି ଦେବା ନାଁରେ ଠକେଇ ଅଭିଯୋଗ । ବିଲଡର ଗିରଫ । ଖୋର୍ଦ୍ଧା ବାଙ୍କୁଆଳ ମୌଜାରେ ଜମି ଦେବା ନାଁରେ ୫୦ କୋଟି ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି । ବିଭିନ୍ନ କିସ୍ତିରେ ଲୋକଙ୍କୁ ରାଜଧାନୀରେ ଜମି ଦେବାକୁ କହି ଠକି ଚାଲିଥିଲା ଠକ । ଜମି ମାଗିବାରୁ ଫେକ୍ ରେଜିଷ୍ଟ୍ରେସନ କରାଇଦେଉଥିବା ଅଭିଯୋଗ ହୋଇଛି । ଅଭିଯୋଗ ପରେ ଖାରବେଳ ନଗର ଥାନା ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । ସୁଶ୍ରୀ ହୋମ୍ସ ଆଣ୍ଡ ଇନଫ୍ରା ପ୍ରମୋଟର୍ସ ପ୍ରାଇଭେଟ ଲିମିଟେଡର ଏମଡି ଶିବବ୍ରତ ଦାସଙ୍କୁ ଗିରଫ କରିଛି ପୋଲିସ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe