କନକ ବ୍ୟୁରୋ: ସିସିଟିଭିରେ ଚୋର । ରାଜଧାନୀର ଷ୍ଟେସନ୍ ବଜାର ଅଂଚଳରେ ଥିବା ସାଇ ମନ୍ଦିର ହୁଣ୍ଡିରୁ ଚୋରି ହୋଇଛି । ତେବେ ଏହି ଚୋରିର ସମସ୍ତ ଚିତ୍ର କଏଦ ହୋଇଛି ସିସିଟିଭିରେ । ଚୋରି ସମୟର କିପରି ଚୋର ଲୁଟ୍ କରୁଚି ଏହାର ପୁରା ଚିତ୍ର ସିସିଟିଭିରେ କଏଦ ହୋଇଛି । ଏବେ ଏହାକୁ ଆଧାର କରି ପୋଲିସର ଛାନଭିନ୍ ଚାଲିଛି ।
ରାଜଧାନୀର ଷ୍ଟେସନ୍ ବଜାର ସାଇ ମନ୍ଦିର ହୁଣ୍ଡିରୁ ଚୋରି ସମୟର ପୁରା ଚିତ୍ର ସିସିଟିଭିରେ କଏଦ: ଭିଜୁଆଲକୁ ଆଧାର କରି ପୋଲିସର ଛାନଭିନ୍
/kanak/media/post_attachments/wp-content/uploads/2020/12/30-3.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)