ରାଜଧାନୀରୁ କୁଖ୍ୟାତ ଅପରାଧୀ ଗିରଫ

7

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ରାଜଧାନୀରୁ କୁଖ୍ୟାତ ଅପରାଧୀ ଗିରଫ । ଲୁଟ୍ ଯୋଜନା ବେଳେ ଧରାପଡିଲା ଅପରାଧୀ ପ୍ରତାପ ମାଝୀ । କମିସନରେଟ ପୁଲିସ ତାକୁ ପୁରୀ ବାଇପାସରୁ ଗିରଫ କରିଛି । ତା ଠାରୁ ବନ୍ଧୁକ ଓ ୨ ରାଉଣ୍ଡ ଗୁଳି ଜବତ କରାଯାଇଛି । ପ୍ରତାପ ମଂଚେଶ୍ୱର ପୁଲିସ ପାଇଁ ମୋଷ୍ଟ ୱାଟେଂଡ ଥିଲା ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

Comments are closed.