ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ରାଜଧାନୀରୁ କୁଖ୍ୟାତ ଅପରାଧୀ ଗିରଫ । ଲୁଟ୍ ଯୋଜନା ବେଳେ ଧରାପଡିଲା ଅପରାଧୀ ପ୍ରତାପ ମାଝୀ । କମିସନରେଟ ପୁଲିସ ତାକୁ ପୁରୀ ବାଇପାସରୁ ଗିରଫ କରିଛି । ତା ଠାରୁ ବନ୍ଧୁକ ଓ ୨ ରାଉଣ୍ଡ ଗୁଳି ଜବତ କରାଯାଇଛି । ପ୍ରତାପ ମଂଚେଶ୍ୱର ପୁଲିସ ପାଇଁ ମୋଷ୍ଟ ୱାଟେଂଡ ଥିଲା ।
ରାଜଧାନୀରୁ କୁଖ୍ୟାତ ଅପରାଧୀ ଗିରଫ
/kanak/media/post_attachments/wp-content/uploads/2016/10/vlcsnap-2016-10-05-14h07m39s626.png)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)