କନକ ବ୍ୟୁରୋ: ନବରଙ୍ଗପୁର ଝରିଗାଁରେ ଡକାୟତି । ବ୍ୟବସାୟୀଙ୍କ ଘରୁ ୧୪ ଲକ୍ଷ ଟଙ୍କା ଲୁଟ୍ । ଏହା ସହ ସୁନା ଗହଣା ମଧ୍ୟ ଲୁଟି ନେଇଛନ୍ତି ଲୁଟେରା । ବ୍ୟବସାୟୀ ଅମୀୟ ଦାସଙ୍କ ହାତ, ଗୋଡ ବାନ୍ଧି ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ପ୍ରାୟ ୮ରୁ ଅଧିକ ମୁଖାଧାରୀ ଡକାୟତ ଲୁଟ୍ କରିଥିବା ଅଭିଯୋଗ ହୋଇଛି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us