କନକ ବ୍ୟୁରୋ: ନବରଙ୍ଗପୁର ଝରିଗାଁରେ ଡକାୟତି । ବ୍ୟବସାୟୀଙ୍କ ଘରୁ ୧୪ ଲକ୍ଷ ଟଙ୍କା ଲୁଟ୍ । ଏହା ସହ ସୁନା ଗହଣା ମଧ୍ୟ ଲୁଟି ନେଇଛନ୍ତି ଲୁଟେରା । ବ୍ୟବସାୟୀ ଅମୀୟ ଦାସଙ୍କ ହାତ, ଗୋଡ ବାନ୍ଧି ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ପ୍ରାୟ ୮ରୁ ଅଧିକ ମୁଖାଧାରୀ ଡକାୟତ ଲୁଟ୍ କରିଥିବା ଅଭିଯୋଗ ହୋଇଛି ।
ନବରଙ୍ଗପୁର ଝରିଗାଁରେ ସଶସ୍ତ୍ର ଡକାୟତି । ବ୍ୟବସାୟୀଙ୍କ ହାତ, ଗୋଡ ବାନ୍ଧି ଲୁଟିନେଲେ ୧୪ ଲକ୍ଷ ଟଙ୍କା ,ସୁନା ଗହଣା ।
/kanak/media/post_attachments/wp-content/uploads/2024/02/9-11.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)