କନକ ବ୍ୟୁରୋ: ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ସାରଙ୍ଗ ଯୋଡ ଗ୍ରାମ୍ୟ ବ୍ୟାଙ୍କରୁ ଚୋରି । ବିଳମ୍ବିତ ରାତିରେ ବ୍ୟାଙ୍କର ଗେଟ୍ ତାଡି ଲୁଟିନେଲେ ଲୁଟେରା । ସିସିଟିଭି କ୍ୟାମେରାର ତାର ମଧ୍ୟ କାଟି ନେଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ସତ୍ୟବାଦୀ ପୋଲିସ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି । ବ୍ୟାଙ୍କରୁ କେତେ ଟଙ୍କା ଲୁଟ୍ ହୋଇଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।
ଗ୍ରାମ୍ୟବ୍ୟାଙ୍କରୁ ଲୁଟ୍ । ବିଳମ୍ବିତ ରାତିରେ ବ୍ୟାଙ୍କରେ ବୁଲାଇଲେ କଳାକନା । ପୁରୀ ସତ୍ୟବାଦୀ ବ୍ଲକ ସାରଙ୍ଗ ଯୋଡ଼ିର ଘଟଣା ।
/kanak/media/post_attachments/wp-content/uploads/2024/01/8-18.jpg)