୨ ହଜାର ଟଙ୍କିଆ ନୋଟ୍ ବଦଳାଇବାକୁ ଆରବିଆଇ ଆଗରେ ଲମ୍ବା ଲାଇନ୍: ଭିଡ଼କୁ ନଜରରେ ରଖି ଭୁବନେଶ୍ୱର ଆରବିଆଇ ଶାଖା ପକ୍ଷରୁ ନୂଆ ନିୟମ

Advertisment
୨ ହଜାର ଟଙ୍କିଆ ନୋଟ୍ ବଦଳାଇବାକୁ ଆରବିଆଇ ଆଗରେ ଲମ୍ବା ଲାଇନ୍: ଭିଡ଼କୁ ନଜରରେ ରଖି ଭୁବନେଶ୍ୱର ଆରବିଆଇ ଶାଖା ପକ୍ଷରୁ ନୂଆ ନିୟମ

କନକ ବ୍ୟୁରୋ: ନୋଟ୍ ବଦଳାଇବାକୁ ପୁଣି ଭିଡ଼ । ୨ ହଜାର ଟଙ୍କିଆ ନୋଟ୍ ବଦଳାଇବାକୁ ଭୁବନେଶ୍ୱର ଆରବିଆଇ ଆଗରେ ଲମ୍ବା ଲାଇନ୍ ଲାଗିଛି । ଭିଡ଼କୁ ନଜରରେ ରଖି ଭୁବନେଶ୍ୱର ଆରବିଆଇ ଶାଖା ପକ୍ଷରୁ ନୂଆ ନିୟମ ଲାଗୁ କରାଯାଇଛି । ଗୋଟିଏ ଆଧାର କାର୍ଡ଼ରେ ସର୍ବାଧିକ ୨୦ ହଜାର ଟଙ୍କା ବଦଳ ହୋଇପାରିବ ବୋଲି କୁହାଯାଇଛି । ଏହା ସତ୍ୱେ ଲୋକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe