କନକ ବ୍ୟୁରୋ : ଲଣ୍ଡନର ବ୍ରିଟିଶ ସଂସଦ ବାହାରେ ଆତଙ୍କବାଦୀଙ୍କ ପକ୍ଷରୁ ଗୁଳିମାଡ ହୋଇଛି । ଏଥିରେ ୫ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୪୦ ଜଣ ଗୁରୁତର ଆହତ ହୋଇଛନ୍ତି । ଏହି ଗୁଳିମାଡରେ ଜଣେ ପୁଲିସ ମଧ୍ୟ ଶହୀଦ ହୋଇଛନ୍ତି । ଏହି ଗୁଳିମାଡରୁ କିନ୍ତୁ ଅଳ୍ପକେ ବତିଯାଇଛନ୍ତି ପ୍ରଧାନମନ୍ତ୍ରୀ ଥେରେସା ମେ ।
ସଂସଦ ବାହରେ ୨ଜଣ ଯୁବକ ଆଖିବୁଜା ଗୁଳିଚାଳନା କରିଥିବାର ପୋଲିସ କହିଛି । ତେବେ ପୋଲିସ ଘଟଣାର ଛାନଭିନ ଜାରି ରଖିଛି । ପୋଲିସ ଜଣେ ଆତଙ୍କବାଦୀକୁ ମାରିଦେଇଥିବାବେଳେ ଅନ୍ୟଜଣକୁ ଖୋଜୁଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/vlcsnap-2017-03-23-07h18m52s117.png)