କନକ ବ୍ୟୁରୋ: ବହୁଚର୍ଚ୍ଚିତ ମାସ୍କ ଓ ପିପିଇ କିଟ୍ ଦୁର୍ନୀତି ମାମଲାରେ ସରକାରଙ୍କୁ କ୍ଲିନଚିଟ ଦେଇଛନ୍ତି ଲୋକାୟୁକ୍ତ । ଆଜି ଏ ନେଇ ଲୋକୟୁକ୍ତଙ୍କ ନିକଟରେ ଶୁଣାଣି ହୋଇଥିଲା । ଏହି ମାମଲାରେ ମାର୍ଚ୍ଚ ୧୬ରେ ପ୍ରାଥମିକ ରିପୋର୍ଟ ଦାଖଲ କରିଥିଲା ଭିଜିଲାନ୍ସ । ଆଉ ରିପୋର୍ଟ ଆଧାରରେ ପିଟିସନରଙ୍କ ଉପସ୍ଥିତିରେ ମାମଲାର ଶୁଣାଣି ହୋଇଛି ।
ତେବେ ରିପୋର୍ଟକୁ ଆଧାର କରି ଲୋକାୟୁକ୍ତ ନିଷ୍ପତି ଶୁଣାଇଛନ୍ତି, ଏଥିରେ କୌଣସି ତ୍ରୁଟିବିଚ୍ୟୁତି ହୋଇନାହିଁ । ତେବେ ଏହି ରାୟ ଏକପାଖିଆ ଓ ଏହା ବିରୋଧରେ ସେମାନେ ହାଇକୋର୍ଟ ଯିବେ ବୋଲି କହିଛନ୍ତି ପିଟିସନର ସୁଦର୍ଶନ ଦାସ ଓ ସୁଶାନ୍ତ ପାଢୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/03/30-16.jpg)