ପ୍ରଧାନମନ୍ତ୍ରୀ ମୋଦିଙ୍କ କଂଗ୍ରେସକୁ ପ୍ରହାର ! କହିଲେ , ଜନତାଙ୍କ ଭଲ ଅପେକ୍ଷା ନିଜକୁ ମଲେଇ ଯୋଗାଇ ଆସୁଥିଲା କଂଗ୍ରେସ ।

ନିର୍ବାଚନ ପୂର୍ବରୁ ମୋଦି ଖେଳିଲେ ହିନ୍ଦୁ କାର୍ଡ ! କଂଗ୍ରେସକୁ ପ୍ରଶ୍ନ କରି କହିଲେ, ହିନ୍ଦୁମାନେ କେବେ ଆତଙ୍କବାଦ କରିଛନ୍ତି, ଏମିତି ଗୋଟିଏ ବି ଘଟଣା ଅଛି କି?

Times Now

ଅରୁଣାଚଳ ପ୍ରଦେଶର ଆଲୋ ନିର୍ବାଚନ ରାଲିରେ ସମ୍ବୋନ୍ଧିତ କରି ପିଏମ୍ ମୋଦି କହିଛନ୍ତି , ବିକାଶର ଡବଲ୍ ଇଞ୍ଜନ୍ ପାଇଁ ମିଳୁଥିବା ଆଶିର୍ବାଦକୁ ମୁଁ ମୋ ମୁଣ୍ଡ ଉପରେ ରଖୁଛି । ଗତ ୫ ବର୍ଷରେ ନୂଆ ଭାରତର ନୂଆ ଉନ୍ନତି ପାଇଁ ପ୍ରୟାସ କରୁଛି । ମୋଦି କଂଗ୍ରେସ ଉପରେ ପ୍ରହାର କରି କହିଥିଲେ, ପ୍ରଥମେ ନାମୀ ପରିବାର ଏବଂ ଏଠାରେ ଥିବା ତାଙ୍କର ରାଜଦରବାରୀ ଶାସନକୁ ମଜବୁ୍ତ କରୁଥିଲେ । ଯାହାଙ୍କୁ ଆପଣଙ୍କ ଭଲ ଅପେକ୍ଷା ନିଜକୁ ମଲେଇ ଖାଇବାର ଅଧିକ ଚିନ୍ତା ଥିଲା । କିନ୍ତୁ ଆମେ ଆପଣଙ୍କ ଭଲ ପାଇଁ କାମ କରିଆସୁଛୁ ।

publive-image

ସେପଟେ ବିଜେପି ଅଧ୍ୟକ୍ଷ ଅମିତ ଶାହା ଗାନ୍ଧୀନଗର ସିଟ୍ ପାଇଁ ଆଜି ନାମାଙ୍କନ ଦାଖଲ ପାଇଁ ବାହାରି ସାରିଛନ୍ତି । ଏହି ସମୟରେ ଶିବସେନା ପ୍ରମୁଖ ଉଦ୍ଧବ ଠାକରେ ,ଏଲପିଜି ପ୍ରମୁଖ ରାମବିଳାସ ପାସୱାନ୍ , ଶିରୋମଣି ଅକାଳୀ ଦଳ ନେତା ପ୍ରକାଶ ସିଂହ ବାଦଲ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ଆଦି ଉପସ୍ଥିତ ଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe