ବାରାଣାସୀରେ ଭିମ୍ ଆର୍ମି ପ୍ରମୁଖ ଚନ୍ଦ୍ରଶେଖର୍ ଆଜାଦ୍ କହିଲେ , ମୋଦିଙ୍କୁ ହରାଇ ଗୁଜୁରାଟ ପଠାଇବା ମୋର ଏକମାତ୍ର ଲକ୍ଷ୍ୟ ।

ବାରାଣାସୀରେ ଭିମ୍ ଆର୍ମି ପ୍ରମୁଖ ଚନ୍ଦ୍ରଶେଖର୍ ଆଜାଦ୍ କହିଲେ , ମୋଦିଙ୍କୁ ହରାଇ ଗୁଜୁରାଟ ପଠାଇବା ମୋର ଏକମାତ୍ର ଲକ୍ଷ୍ୟ ।

NDTV.com

ଭିମ୍ ଆର୍ମି ପ୍ରମୁଖ ଚନ୍ଦ୍ରଶେଖର୍ ଆଜାଦ୍ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂସଦୀୟ କ୍ଷେତ୍ର ବାରାଣାସୀରେ ତାଙ୍କ ବିପକ୍ଷରେ ନିର୍ବାଚନ ଲଢିବା ପାଇଁ ଘୋଷଣା କରିଛନ୍ତି । ସେ କହିଛନ୍ତି,ମୋର ଏକ ଲକ୍ଷ ମୋଦି ଜୀଙ୍କୁ ହଟାଇ ଗୁଜୁରାଟ ପଠାଇବା । ମୁଁ ବାରାଣାସୀରେ ନିର୍ବାଚନ ଲଢିବି ଏବଂ ଜିତିବି କାରଣ ମଇ ମାସରେ ମୁଁ କୌଣସି ପରିସ୍ଥିତିରେ ହାରିବି ନାହିଁ । ଚନ୍ଦ୍ରଶେଖର ଆଜାଦ୍ ବାରାଣାସୀରେ ରୋଡ୍ ଶୋ’ ମଧ୍ୟ କରିଥିଲେ ।

publive-image

ଗଣମାଧ୍ୟମ ସହ କଥାବାର୍ତ୍ତା କରି ସେ କହିଥିଲେ, “ ଦେଶର ୪୮ ନିୟୁତ ଟଙ୍କା ଧନୀଶ୍ରେଣୀର ଲୋକଙ୍କ ପାଖରେ ଥିବା ବେଳେ ଏହି ଧନୀ ଶ୍ରେଣୀର ଲୋକମାନେ ଗରିବଙ୍କ ଝାଳବୁହା ଧନକୁ ଲୁଟି ନିଜ ଆକାଉଣ୍ଟରେ ଟଙ୍କା ଜମା କରୁଛନ୍ତି । ଆମକୁ ଏହାର ଜବାବ୍ ଦରକାର । ସରକାର କେବଳ ଗରିବଙ୍କୁ ଲୁଟୁଛି । ୨ କୋଟି ଯୁବକଙ୍କ ଚାକିରୀ ସରକାର ନେଇଗଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe