ମହାରାଷ୍ଟ୍ର ପ୍ରସଙ୍ଗ ନେଇ ଲୋକସଭା ଓ ରାଜ୍ୟସଭାରେ ହଙ୍ଗାମା । ହଟ୍ଟଗୋଳ ଯୋଗୁଁ ୧୨ଟା ଯାଏଁ ମୁଲତବି ହେଲା ଲୋକସଭା ।

Advertisment
ମହାରାଷ୍ଟ୍ର ପ୍ରସଙ୍ଗ ନେଇ ଲୋକସଭା ଓ ରାଜ୍ୟସଭାରେ ହଙ୍ଗାମା । ହଟ୍ଟଗୋଳ ଯୋଗୁଁ ୧୨ଟା ଯାଏଁ ମୁଲତବି ହେଲା ଲୋକସଭା ।

image courtesy - th.thgim.com

କନକ ବ୍ୟୁରୋ : ମହାରାଷ୍ଟ୍ରରେ ଚାଲିଥିବା ମହାସଂଗ୍ରାମ ମୁମ୍ବାଇରୁ ଦିଲ୍ଲୀ ଯାଏଁ ରାଜନୀତି ସରଗରମ ହୋଇଛି । ଆଜି ଉଭୟ ଲୋକସଭା ଏବଂ ରାଜ୍ୟସଭାରେ ମହାରାଷ୍ଟ୍ରର ସ୍ଥିତିକୁ ନେଇ ପ୍ରବଳ ହଙ୍ଗାମା ହୋଇଥିଲା । ଗୃହରେ ହଟ୍ଟଗୋଳ ଯୋଗୁଁ ମଧ୍ୟାହ୍ନ ୧୨ଟା ଯାଏଁ ଲୋକସଭାକୁ ମୁଲତବି ରଖିଛନ୍ତି ବାଚସ୍ପତି ।

ଅନ୍ୟପଟେ ରାଜ୍ୟସଭାରେ ମଧ୍ୟ ମହାରାଷ୍ଟ୍ର ପ୍ରସଙ୍ଗରେ ପ୍ରବଳ ହଟ୍ଟଗୋଳ ହୋଇଥିଲା । ଆଉ ଯେଉଁଥିପାଇଁ ରାଜ୍ୟସଭାକୁ ଅପରାହ୍ନ ୨ଟା ଯାଏଁ ମୁଲତବି ଘୋଷଣା କରାଯାଇଛି । ମହାରାଷ୍ଟ୍ର ପ୍ରସଙ୍ଗରେ ବର୍ତ୍ତମାନ ସୁପ୍ରିମକୋର୍ଟରେ ଚାଲିଛି ବଡ ଶୁଣାଣି । ଆଉ କିଛି ସମୟ ପରେ ଆସିପାରେ ବଡ ରାୟ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe