ଲକଡାଉନ ହଟିଲା, ହେଲେ ପୁଲିସ କାଟିଲା ଫାଇନ । ଭୁବନେଶ୍ୱର ଇନ୍ଦିରା ପାର୍କ ନିକଟ ଛୋଟ ଦୋକାନୀଙ୍କ ଉପରେ ଅଚାନକ ଚଢାଉ : ୨ ଶହ ଟଙ୍କାର କାଟିଲେ ଫାଇନ

ଲକଡାଉନ ହଟିଲା, ହେଲେ ପୁଲିସ କାଟିଲା ଫାଇନ । ଭୁବନେଶ୍ୱର ଇନ୍ଦିରା ପାର୍କ ନିକଟ ଛୋଟ ଦୋକାନୀଙ୍କ ଉପରେ ଅଚାନକ ଚଢାଉ : ୨ ଶହ ଟଙ୍କାର କାଟିଲେ ଫାଇନ

କନକ ବ୍ୟୁରୋ : ରାଜ୍ୟରେ ଆଜିଠାରୁ ଲକଡାଉନ ଓ ସଟଡାଉନ ରହିବନି ବୋଲି ଘୋଷଣା ହୋଇଛି । କିନ୍ତୁ ପୁଲିସ ଏହାକୁ ମାନୁନି । ଆଜି ଭୁବନେଶ୍ୱରରେ ଜନଗହଳିପୂର୍ଣ୍ଣ ଭୁବନେଶ୍ୱରରେ ଅଚାନକ ଚଢାଉ କରିଛି କ୍ୟାପିଟାଲ ଥାନା ପୁଲିସ । ଏକ ଜଳଖିଆ ଦୋକାନା ଉପରେ ଏହି ଚଢାଉ କରି ୨ ଶହ ଟଙ୍କା ଫାଇନ ଆଦାୟ କରିଛି ।

ଗତକାଲି ରାତିରେ ଆଜିଠାରୁ ଲକଡାଉନ ରହିବ ନାହିଁ ବୋଲି ଗତକାଲି ଘୋଷଣା କରିଥିଲା । ହେଲେ ପୋଲିସର ଏହି କାର୍ଯ୍ୟାନୁଷ୍ଠାନ ନେଇ ପ୍ରଶ୍ନ ଉଠିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe