କ୍ଷେତରେ କାମ କଲେ ପଟ୍ଟାଙ୍ଗି ବିଧାୟକ ପ୍ରୀତମ ପାଢୀ  : ମୁଣ୍ଡରେ ପଗଡି...ହାତରେ କୋଦାଳ..ବିଧାୟକଙ୍କ ଚାଷ କାମ 

କ୍ଷେତରେ କାମ କଲେ ପଟ୍ଟାଙ୍ଗି ବିଧାୟକ ପ୍ରୀତମ ପାଢୀ  : ମୁଣ୍ଡରେ ପଗଡି...ହାତରେ କୋଦାଳ..ବିଧାୟକଙ୍କ ଚାଷ କାମ 

କନକ ବ୍ୟୁରୋ : ଳକଡ଼ାଉନ୍ ବେଳେ ଜମିରେ ଚାଷ କରୁଛନ୍ତି ବିଜେଡ଼ି ବିଧାୟକ । ପଟାଙ୍ଗି ବିଧାୟକ ପ୍ରୀତମ ପାଢି ନିଜ ପୈତୃକ ଗାଁ ପାକଝୋଲାରେ ନିଜ ଚାଷ ଜମିରେ କାମ କରୁଥିବାର ଦେଖିବାକୁ ମିଳିଛି । ମୁଣ୍ଡରେ ପଗଡ଼ି ବାନ୍ଧି, ହାତରେ କୋଧାଳ ଧରି ଚାଷ କରୁଛନ୍ତି ବିଧାୟକ । ବିଳାଶବ୍ୟସନ ଜୀବନରୁ ବାହାରି ଅନ୍ୟ ଶ୍ରମିକଙ୍କ ସହ ମିଶି ପ୍ରାୟ ୩ଏକର ଜମିରେ ସେ ଅଦା ଚାଷ କରିବା ପାଇଁ ପ୍ରସ୍ତୁତି କରୁଛନ୍ତି । ଚାରା ରୋପଣ ପୂର୍ବରୁ ଧାଡ଼ିରେ ଗାତ ଖୋଳିବା କାମ ଆରମ୍ଭ କରିଛନ୍ତି । ଗାଁ ରେ ରହି ଫୋନ ଯୋଗେ ଲୋକଙ୍କ ସମସ୍ୟା ବୁଝୁଥିବା ବେଳେ ନିଜକୁ ଚାଷ କାମରେ ନିୟୋଜିତ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe