ପ୍ରଚାର ବେଳେ ହଟହଟା ହେଲେ ମନ୍ତ୍ରୀ । ପ୍ରଫୁଲ୍ଲ ମଲ୍ଲିକଙ୍କୁ ଘେରିଲେ ଲୋକେ

Advertisment
ପ୍ରଚାର ବେଳେ ହଟହଟା ହେଲେ ମନ୍ତ୍ରୀ । ପ୍ରଫୁଲ୍ଲ ମଲ୍ଲିକଙ୍କୁ ଘେରିଲେ ଲୋକେ

କନକ ବ୍ୟୁରୋ : ପ୍ରଚାର ବେଳେ ହଟହଟା ହେଲେ ମନ୍ତ୍ରୀ । ପ୍ରଫୁଲ୍ଲ ମଲ୍ଲିକଙ୍କୁ ଘେରିଲେ ଲୋକେ । ପ୍ରଚାର କରିବାକୁ ଯାଇଥିବା ବେଳେ ଢେଙ୍କାନାଳ ସାଙ୍କୁଲେଇ ପଂଚାୟତର ଲୋକେ ତାଙ୍କୁ ଘେରି ଯାଇଥିଲେ । ୨ ନମ୍ବର ଜୋନଜିଲ୍ଲା ପରିଷଦ ପ୍ରାର୍ଥିନୀଙ୍କ ପାଇଁ ପ୍ରଚାର କରିବାକୁ ଯାଇଥିଲେ ମନ୍ତ୍ରୀ । ସାଙ୍ଗରେ ଅନ୍ୟ ଜଣେ ସରପଂଚ ପ୍ରାର୍ଥିନୀଙ୍କୁ ମଧ୍ୟ ନେଇଥିଲେ ।

ଏହାକୁ ଗାଁ ଲୋକେ ବିରୋଧ କରିଥିଲେ । ବିଜେଡି ସମର୍ଥିିତ ସରପଂଚ ପ୍ରାର୍ଥୀ ବୋଲି ପ୍ରଚାର କରି ଶାନ୍ତି ସୃଷ୍ଟି କରୁଥିବା ଅଭିଯୋଗ କରି ମନ୍ତ୍ରୀଙ୍କୁ ଘେରି ଯାଇଥିଲେ ବଳଭଦ୍ରପୁର ଶାସନ ଶାନ୍ତି କମିଟିର ସଦସ୍ୟମାନେ । ଗାଁରେ ବିଜେଡି ସମର୍ଥକମାନେ ଅଶାନ୍ତି ବାତାବରଣ ନକରନ୍ତୁ ବୋଲି ମନ୍ତ୍ରୀଙ୍କୁ ଜଣାଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe