କନକ ବ୍ୟୁରୋ : ମିଳିଲା ନିଖୋଜ କାନାଡିଆନ ନାଗରିକ ଜନଙ୍କ ପତା । ସୁରକ୍ଷିିତ ଅଛନ୍ତି ଜନ୍ । ସୁକମା ଜିଲ୍ଲା କିସ୍ତରାମ ଗାଁରେ ଅଛନ୍ତି ଜନ୍ । ଭାଷା ନବୁଝି ପାରିବାରୁ ଗାଁ ଲୋକ ଅଟକ ରଖିଥିଲେ ବୋଲି ସୂଚନା ମିଳିଛି । ଏହି ସୂଚନା ଦେଇଛନ୍ତି ଛତିଶଗଡ ସ୍ପେଶାଲ ଡିଜି ଡିଏମ ଅଗସ୍ତି । ମାଲକାନଗିରି ସୀମାରୁ କାନାଡିଆନ ନାଗରିକଙ୍କୁ ଅପହରଣ କରାଯାଇଥିଲା ବୋଲି ଅଭିଯୋଗ ହୋଇଥିଲା । ଛତିଶଗଡ ସୁକମା ଜିଲ୍ଲାରୁ ଅପହରଣ ହୋଇଥିବା ଅଭିଯୋଗ ହୋଇଥିଲା ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us