କନକ ବ୍ୟୁରୋ : ମିଳିଲା ନିଖୋଜ କାନାଡିଆନ ନାଗରିକ ଜନଙ୍କ ପତା । ସୁରକ୍ଷିିତ ଅଛନ୍ତି ଜନ୍ । ସୁକମା ଜିଲ୍ଲା କିସ୍ତରାମ ଗାଁରେ ଅଛନ୍ତି ଜନ୍ । ଭାଷା ନବୁଝି ପାରିବାରୁ ଗାଁ ଲୋକ ଅଟକ ରଖିଥିଲେ ବୋଲି ସୂଚନା ମିଳିଛି । ଏହି ସୂଚନା ଦେଇଛନ୍ତି ଛତିଶଗଡ ସ୍ପେଶାଲ ଡିଜି ଡିଏମ ଅଗସ୍ତି । ମାଲକାନଗିରି ସୀମାରୁ କାନାଡିଆନ ନାଗରିକଙ୍କୁ ଅପହରଣ କରାଯାଇଥିଲା ବୋଲି ଅଭିଯୋଗ ହୋଇଥିଲା । ଛତିଶଗଡ ସୁକମା ଜିଲ୍ଲାରୁ ଅପହରଣ ହୋଇଥିବା ଅଭିଯୋଗ ହୋଇଥିଲା ।
ମିଳିଲା କାନାଡିଆନ ନାଗରିକ ଜନଙ୍କ ପତା ! ସୁକମା କିସ୍ତରାମ ଗାଁରେ ସୁରକ୍ଷିତ ଅଛନ୍ତି ବିଦେଶୀ
/kanak/media/post_attachments/wp-content/uploads/2017/03/Screen-shot-2017-03-28-at-4.29.50-PM.png)