ଆଫଗାନିସ୍ତାନରେ ତାଲିବାନ ବର୍ବରତାର କାହାଣୀ କହିଲେ ସ୍ଥାନୀୟ ସାମ୍ବାଦିକ: ପଢନ୍ତୁ

152

କନକ ବ୍ୟୁରୋ: ଆଫଗାନିସ୍ତାନର ବର୍ତମାନର ଚିତ୍ର ଓ ସରକାର ବଦଳିଛି ସ୍ଥିିତି । କ୍ରୁରତା, ହିଂସା, ହତ୍ୟା ଓ ବର୍ବରତା ଭିତରେ କଟୁଛି ପ୍ରତ୍ୟେକ ମୁହୁର୍ତ । ଆଫଗାନବାସୀଙ୍କ ଉପରେ ଅକଥନୀୟ ନିର୍ଯ୍ୟାତନା କରୁଛନ୍ତି ତାଲିବାନ ସରକାର । ଆଫଗାନରୁ ଆସୁଥିବା ଏଭଳି ଦୃଶ୍ୟ ରୀତିମତ ଦେଖିବାକୁ ମିଳିଛି । ଏବେ ସମାନ ସ୍ଥାନରୁ ଜଣେ ସାମ୍ବାଦିକଙ୍କ ଅଙ୍ଗେନିଭା କଥା ସାମ୍ନାକୁ ଆସିଛି । ଦୀର୍ଘ ୪ମାସ ଭିତରେ ଆଫଗାନ ଟୋଲୋ ନ୍ୟୁଜର ସାମ୍ବାଦିକ ଅବଦୁଲା ହମ୍ମିମଙ୍କ ଉପରେ କଣ ସବୁ ଘଟିଛି? କିଭଳି ମୃତ୍ୟୁଜାଲରେ ଫଶିବା ପରେ ଜୀବନ ରକ୍ଷା କରି ଦେଶ ଛାଡିଲେ ? ସେହି ସମସ୍ତ କଥାକୁ କନକ ନ୍ୟୁଜ ଆଗରେ ପ୍ରକାଶ କରିଛନ୍ତି ଆଫଗାନ ସାମ୍ବାଦିକ ।