କନକ ବ୍ୟୁରୋ: ସିସିଟିଭିରେ କଏଦ ଏଟିଏମ ଲୁଟ୍ ଉଦ୍ୟମର ଲାଇଭ ଦୃଶ୍ୟ । ପାହାଳ ଥାନା ଅନ୍ତର୍ଗତ ନଖରା ଗାଁ ଇଲେକ୍ଟ୍ରି ଅଫିସ ପାଖରେ ଥିବା ସେଂଟ୍ରାଲ ବ୍ୟାଙ୍କ ଏଟିଏମ ଭାଙ୍ଗି ଲୁଟ୍ ଉଦ୍ୟମ କରିଛନ୍ତି ଲୁଟେରା । ଗତକାଲି ବିଳମ୍ବିତ ରାତିରେ କିଛି ଦୁବୃର୍ତ ଏଟିଏମ ତାଡିବା ସମୟର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଏନେଇ ପାହାଳ ଥାନାରେ ଅଭିଯୋଗ କରିଛନ୍ତି ବ୍ୟାଙ୍କ ଅଧିକାରୀ । ଅଭିଯୋଗ ପରେ ସିସିଟିଭି ଫୁଟେଜ୍ ଜବତ କରିଛି ତଦନ୍ତ ଆରମ୍ଭ କରିଛି ପୋଲିସ ।

Advertisment