ସିସିଟିଭିରେ ଲୁଟର ଲାଇଭ୍ ଚିତ୍ର । ହେଲେମେଟ୍ ଲଗାଇ ଏଟିଏମରେ ପଶିଲେ, କୁରାଢିରେ ଏଟିଏମ ମେସିନ୍ ହାଣିଲେ ଦୁର୍ବୃତ।

Advertisment
ସିସିଟିଭିରେ ଲୁଟର ଲାଇଭ୍ ଚିତ୍ର । ହେଲେମେଟ୍ ଲଗାଇ ଏଟିଏମରେ ପଶିଲେ, କୁରାଢିରେ ଏଟିଏମ ମେସିନ୍ ହାଣିଲେ ଦୁର୍ବୃତ।

କନକ ବ୍ୟୁରୋ: ସିସିଟିଭିରେ ଏଟିଏମ୍ ଲୁଟ୍ର ଲାଇଭ୍ ଚିତ୍ର । ପିପିଲି ଭାରତୀପୁର ଏସ୍ବିଆଇ ଏଟିଏମ୍ରୁ ଲୁଟ୍ ଉଦ୍ୟମର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ରାତି ପାଖାପାଖି ୨ଟା ୪୫ରେ ହେଲମେଟ୍ ପିନ୍ଧି ଲୁଟ୍ କରିବା ପାଇଁ ଏଟିଏମ୍ ଭିତରେ ପଶିଥିଲେ ଦୁର୍ବୃତ୍ତ । କୁରାଢୀରେ ହାଣି ଏଟିଏମ୍ ଲୁଟ୍ କରିବାକୁ ଉଦ୍ୟମ କରୁଥିଲେ । ହେଲେ ସାଇରନ୍ ବାଜିବାରୁ ଘଟଣାସ୍ଥଳରୁ ଦୁର୍ବୃତ ଫେରାର ହୋଇଯାଇଥିଲା ।

ଏଯାଏଁ ଲୁଟେରାର କୌଣସି ପତା ମିଳିପାରିନାହିଁ । ପୋଲିସ ପାଖରେ ଏସଂପର୍କରେ କୌଣସି ସୂଚନା ନଥିବା ଜଣାପଡ଼ିଛି । କିଛି ଦିନ ହେବ ପଶ୍ଚିମ ଓଡ଼ିଶା ଓ ପୂର୍ବ ଓଡ଼ିଶା କଳାକାରଙ୍କୁ ନେଇ ବିବାଦ ଲାଗି ରହିଛି । ସମାଧାନ ପାଇଁ ଚେଷ୍ଟା ଚାଲିଥିଲେ ମଧ୍ୟ ସମାଧାନର ବାଟ ବାହାରି ପାରୁନି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe