କନକ ବ୍ୟୁରୋ: ସିସିଟିଭିରେ ଏଟିଏମ୍ ଲୁଟ୍ର ଲାଇଭ୍ ଚିତ୍ର । ପିପିଲି ଭାରତୀପୁର ଏସ୍ବିଆଇ ଏଟିଏମ୍ରୁ ଲୁଟ୍ ଉଦ୍ୟମର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ରାତି ପାଖାପାଖି ୨ଟା ୪୫ରେ ହେଲମେଟ୍ ପିନ୍ଧି ଲୁଟ୍ କରିବା ପାଇଁ ଏଟିଏମ୍ ଭିତରେ ପଶିଥିଲେ ଦୁର୍ବୃତ୍ତ । କୁରାଢୀରେ ହାଣି ଏଟିଏମ୍ ଲୁଟ୍ କରିବାକୁ ଉଦ୍ୟମ କରୁଥିଲେ । ହେଲେ ସାଇରନ୍ ବାଜିବାରୁ ଘଟଣାସ୍ଥଳରୁ ଦୁର୍ବୃତ ଫେରାର ହୋଇଯାଇଥିଲା ।
ଏଯାଏଁ ଲୁଟେରାର କୌଣସି ପତା ମିଳିପାରିନାହିଁ । ପୋଲିସ ପାଖରେ ଏସଂପର୍କରେ କୌଣସି ସୂଚନା ନଥିବା ଜଣାପଡ଼ିଛି । କିଛି ଦିନ ହେବ ପଶ୍ଚିମ ଓଡ଼ିଶା ଓ ପୂର୍ବ ଓଡ଼ିଶା କଳାକାରଙ୍କୁ ନେଇ ବିବାଦ ଲାଗି ରହିଛି । ସମାଧାନ ପାଇଁ ଚେଷ୍ଟା ଚାଲିଥିଲେ ମଧ୍ୟ ସମାଧାନର ବାଟ ବାହାରି ପାରୁନି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/11/13-3.jpg)