ମାଲକାନଗିରି : ଆଜି ହେଉଛି ଅନ୍ତର୍ଜାତୀୟ ସାକ୍ଷରତା ଦିବସ । ପ୍ରତିଟି ଗାଁରେ ଶିକ୍ଷାର ଆଲୋକ ପହଁଚାଇବା ଲାଗି ପ୍ରଣୟନ ହୋଇଛି ଶିକ୍ଷା ଅଧିକାର ଆଇନ । ଏଥି ସହ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ରହିଛି ଅନେକ ଯୋଜନା । ତେବେ ମାଲକାନଗିରି ଜିଲ୍ଲାରେ ଏହି ସବୁ ଯୋଜନା ବାଟ ହୁଡିଛି । ଶତାଧିକ ସ୍କୁଲ ଚାଲିଛି ଝୁପୁଡି ଘରେ । ମାଲକାନଗିରିରେ ଥିବା ଏମିତି ଏକ ବିଦ୍ୟାଳୟର ସ୍ଥିତି ଗ୍ରାଉଣ୍ଡ ଜିରୋରେ ପରଖିଛି କନକ ନ୍ୟୁଜ୍ । ନ୍ୟୁଜ ସହିତ ଦେଖନ୍ତୁ ଏହି ଭିଡିଓ :
ମାଟି ଘରେ ଚାଲିଛି ସରକାରଙ୍କ ସାକ୍ଷରତା ଯୋଜନା : ମାଲକାନଗିରି ଜିଲ୍ଲାରେ ବାଟ ହୁଡିଛି ଶିକ୍ଷା ବ୍ୟବସ୍ଥା
/kanak/media/post_attachments/wp-content/uploads/2016/09/vlcsnap-2016-09-08-09h00m03s971.png)