କନକ ବ୍ୟୁରୋ: ଆମେରିକା କଂପାନୀ ଲାକହିଡ୍ ମାର୍ଟିନ ‘ମେକ-ଇନ-ଇଣ୍ଡିଆ’ ଯୋଜନା ଅନୁସାରେ ଭାରତରେ ଏଫ-ସିକ୍ସଟିନ୍ ଯୁଦ୍ଧ ବିମାନ ନିର୍ମାଣ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି ଆଉ ଏଥିପାଇଁ ଲାକହିଡ୍ ମାର୍ଟିନ ଭାରତର ଟାଟା ଆଡଭାନସ ସିଷ୍ଟମ ଲିମିଟେଡ ସହ ଚୁକ୍ତି ସ୍ୱାକ୍ଷର କରିଛି ।
ଭାରତକୁ ଯୁଦ୍ଧ ବିମାନ ବିକିିବାକୁ ଚାହୁଁଥିବା ବିଦେଶ କଂପାନୀ ‘ମେକ-ଇନ-ଇଣ୍ଡିଆ’ ଅନୁଯାୟୀ ଭାରତରେ ବିମାନ ନିର୍ମାଣ କରିବାକୁ ପଡିବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି । ତେଣୁ ଭାରତରେ କାରଖାନା କରିବାକୁ ଆମେରିକା କଂପାନୀ ‘ମେକ-ଇନ-ଇଣ୍ଡିଆ’ ଆଧାରରେ ଆଗେଇ ଆସିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/06/vlcsnap-2017-06-20-08h22m21s910.png)