ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ପାଇଁ ପ୍ରସ୍ତୁତି ଶେଷ : ଅପରାହ୍ନ ୩ଟାରେ ରଥଟଣା ପାଇଁ ନୀତି ନିର୍ଘଂଟ

Advertisment
ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ପାଇଁ ପ୍ରସ୍ତୁତି ଶେଷ : ଅପରାହ୍ନ ୩ଟାରେ ରଥଟଣା ପାଇଁ ନୀତି ନିର୍ଘଂଟ

କନକ ବ୍ୟୁରୋ : ଆଜି ମହାପ୍ରଭୁ ଲିଙ୍ଗରାଜଙ୍କ ପ୍ରସିଦ୍ଧ ରୁକୁଣା ରଥ ଯାତ୍ରା । ବାବା ଲିଙ୍ଗରାଜ ରଥ ଚଢି ମାଉସୀ ଘରକୁ ଯାତ୍ରା କରିବେ । ପ୍ରଭୁଙ୍କ ରଥ କାମ ଶେଷ ହୋଇଛି । ମହାରଣାମାନେ ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ କାମ କରି ରୁକୁଣା ରଥର ନିର୍ମାଣ ସାରିଛନ୍ତି । ସକାଳୁ ମହାପ୍ରଭୁ ଲିଙ୍ଗରାଜଙ୍କ ସ୍ୱତନ୍ତ୍ର ରୀତିନୀତିରେ ପୂଜା ଆରମ୍ଭ ହୋଇଛି । ରଥ ପ୍ରତିଷ୍ଠା ହେବା ପରେ ଅପରାହ୍ନ ୩ଟାରେ ରଥ ଟଣା ହେବାର କାର୍ଯ୍ୟକ୍ରମ ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe